Back

ଅନିତ୍ୟସମାସ


  1. Anityasamāsa (ସଂ.ବି.) - (ବ୍ୟାକରଣ) ଯେଉଁ ସମସ୍ତପଦକୁ ପୃଥକ୍ ପୃଥକ୍ ରଖିଲେ ମଧ୍ୟ ଭାବବୋଧ ବିଷୟରେ ବାଧା ପଡ଼େ ନାହିଁ (grammar) A compound the sense of which may be equally expressed by resolving it into its constituent parts.



 [ ଦ୍ର ] କୃଷ୍ଣାଗୁରୁକୁ କୃଷ୍ଣ ଅଗୁରୁ ବୋଲି ଲେଖିଲେ ମଧ୍ୟ ଭାବ - ବୋଧରେ ବାଧା ପଡ଼େ ନାହିଁ।