Back

ଅନିଦ୍ରା


  1. Anidrā (ସଂ.ବିଣ.) - ଅନିଦ୍ରର ସ୍ତ୍ରୀଲିଙ୍ଗ Feminine of Anidra.

  2. ଉନ୍ନିଦ୍ର; ରାତିଯାକ ଚେଇଁଥିବା; ଉଜାଗର A wake; sleepless.

  3. ନିଦ୍ରାର ଅଭାବ Wakefulness; sleeplessness.

  4. ନିଦ ନ ଆସିବା ରୋଗ A disease; insomnia.