Back

ଅନିନ୍ଦ୍ୟସୁନ୍ଦର


  1. Anindyasundara (ସଂ.ବିଣ.) - ନିଖୁଣ ସୁନ୍ଦର, ଅତି ସୁନ୍ଦର ; ଏପରି ସୁନ୍ଦର ଯେ ତାର କୌଣସି ଅଂଶକୁ କେହି ନିନ୍ଦା କରିବାକୁ ବା ଖୁଣିବାକୁ ନାହିଁ Of faultless grace; symmetrical and beautiful.




  • ଅନିନ୍ଦ୍ୟସୁନ୍ଦରୀ - (ସ୍ତ୍ରୀ)