Back

ଅନିବର୍ତ୍ତୀ


  1. Anibarttī (ସଂ.ବିଣ.) - ଯେ ଫେରେ ନାହିଁ Not returning back.

  2. ଯେ ଫେରି ଆସେ ନାହିଁ, ନଫେରିବା Not returning.

  3. ଯେ ଯୁଦ୍ଧଭୂମିରୁ ପଛ ଫେରାଏ ନାହିଁ; ସାହସୀ Brave; not retreating; one who does not turn his back on the battle-field.




  • ଅନିବର୍ତ୍ତିନା - (ସ୍ତ୍ରୀ)