Back

ଅନିମିତ୍ତେ

Also : [ ଅନିମିତେ ] 




  1. Animitte (ଦେ.କ୍ରି.ବିଣ.)ଯଥେଷ୍ଟ କାରଣ ବିନା Without adequate occasion

  2. ଅକାରଣରେ; ବୃଥାରେ Without any cause; in vain.

  3. ନିଷ୍ପ୍ରୟୋଜନରେ Uselessly.