Back

ଅନିମିଷ


  1. Animisha (ସଂ.ବିଣ.)ନିର୍ମିମେଷ; ପଲକଶୂନ୍ୟ; ଯାହା ଆଖିରେ ପଲକ ପଡ଼େ ନାହିଁ Unwinking (person).

  2. ପଲକ ପଡ଼ୁ ନ ଥିବା (ଆଖି) Unwinking (eye).

  3. ହୁସିଆର; ଅତି ସତର୍କ Vigilant; watchful.

  4. ଖୋଲାଥିବା; ମେଲାଥିବା (ଆଖି ବା ଫୁଲ) Open (eye or flower).

  5. (ସଂ.ବି.) - (ଏମାନଙ୍କ ଚକ୍ଷୁ ପଲକହୀନ ଥିବାରୁ) ଦେବ; ଦେବତା  A God. (ଏଣୁ ତୋ ନାମ ଅନିମିଷ, ନମସ୍ତେ ଅନାଦି ପୁରୁଷ। - ଜଗନ୍ନାଥ ଦାସ, ଭାଗବତ)

  6. ମତ୍ସ୍ୟ Fish.

  7. ଅତି ସୂକ୍ଷ୍ମକାଳବିଭାଗ Minutest division of time.




  • ଅନିମିଷା - (ସ୍ତ୍ରୀ)