Back

ଅନିୟତ


  1. Aniyata (ସଂ.ବିଣ.)ଅନିୟନ୍ତ୍ରିତ Not regulated; uncontrolled.

  2. ଅବାଧ Unrestrained.

  3. ଅନିୟମିତ Irregular.

  4. ସାମୟିକ; ଅନିର୍ଦ୍ଦିଷ୍ଟ ସମୟରେ ଘଟୁଥିବା Casual; incidental.

  5. ଅନିଶ୍ଚିତ; ଅନିର୍ଦ୍ଦିଷ୍ଟ Unfixed; indeterminate, indefinite; uncertain.

  6. ପରିବର୍ତ୍ତନଶୀଳ Changing.

  7. ଅସ୍ଥାୟୀ  Not permanent.