Back

ଅକାଳେ


  1. Akāḻe (ଦେ.କ୍ରି.ବିଣ.)ଅକାଳରେ In Akāḻa. 

  2. ଅସମୟରେ; ଅନୁପଯୁକ୍ତ ସମୟରେ Untimely; in an improper time.

  3. ଅକସ୍ମାତ; ହଠାତ୍ Suddenly.

  4. ବହୁକାଳ ଅନ୍ତରରେ; କଦାଚିତ୍; କେବେ କେବେ (ଘଟିବା କଥା) At time few and far between.

  5. ଅନିଶ୍ଚିତ ସମୟରେ At unstanded times.

  6. ଅପରିଣତ ବୟସରେ At an unripe age. 

  7. ଉପଯୁକ୍ତ ସମୟ ଗତ ହେଲାରୁ After the proper time.

  8. ଉପଯୁକ୍ତ ସମୟ ପୂର୍ବରୁ Before the proper time