Back

ଅନିର୍ବଚନୀୟ


  1. Anirbachanīya (ସଂ.ବିଣ.) -  ଅବର୍ଣ୍ଣନୀୟ; ଯାହା ବର୍ଣ୍ଣନା କରାଯାଇ- ନ ପାରେ Indescribable.

  2. ଅକଥନୀୟ Unutterable; unspeakable.

  3. ଯାହା ବାକ୍ୟ ଦ୍ୱାରା ପ୍ରକାଶ କରାଯାଇ ନ ପାରେ Inexpressible.

  4. ଯାହା ଉଲ୍ଲେଖ କରିବା ଅନୁଚିତ Not be mentioned.

  5. ଯାହା ବାକ୍ୟ ଦ୍ୱାରା ବୁଝାଇ ଦିଆ ଯାଇ ନପାରେ Inexplicable.




  • ଅନିର୍ବଚନୀୟତା - (ବି.)