Back

ଅନିର୍ବାଣ


  1. Anirbāna (ସଂ.ବିଣ.) - ଯାହା ଲିଭି ନାହିଁ Inextinguished.

  2. ଯାହାକୁ ଲିଭା ଯାଇ ପାରେ ନାହିଁ Inextinguishable; unquenchable.

  3. ଯାହା ଲିଭେ ନାହିଁ; ସର୍ବଦା ଜଳୁଥିବା Ever-burning.

  4. ଅସ୍ନାତ; ମଜ୍ଜନ ରହିତ Unbathed.