Back

ଅନିର୍ବେଶ


  1. Anirbeṡa (ସଂ.ବି.) - ବେକାର୍ Destitute of employment.

  2. ଦୁଃଖୀ; ଦୁର୍ଦ୍ଦଶାଗ୍ରସ୍ତ Wretched; miserable (Apte).

  3. (ସଂ.ବିଣ.) - ଯେ ପାପ ପାଇଁ ପ୍ରାୟଶ୍ଚିତ୍ତ କରି ନାହିଁ Not having expiated one's sins.