Back

ଅନିର୍ଭା


  1. Anirbhā (ଦେ.ବି.) - (ସଂ. ଅନିର୍ବାହ)  ଅସମାହିତ Unaccomplished.

  2. ଅସମାପ୍ତ Unfinished.

  3. ଅଚଳ Untenable.

  4. ଯହିଁରେ କାମ ଚଳି ନ ପାରେ Unmanageable

  5. ଦୁଃଖୀ; ଦରିଦ୍ର  Poor; indigent.

  6. ନଅଣ୍ଟିଆ; ଅଭାବଗ୍ରସ୍ତ In want.

  7. ନିଜର ସଂସାର କାମ ଚଳାଇବାକୁ ଅସମର୍ଥ Unable to manage one's worldly affairs.

  8. ଅଚଳ ସାଂସାରିକ ଅବସ୍ଥାଗ୍ରସ୍ତ Not well-to-do.

  9. ଯେ ଅନ୍ୟ ବ୍ୟକ୍ତି ସଙ୍ଗେ ମିଳିମିଶି ଚଳି ନ ପାରେ Unable to get on well with another.