Back

ଅକିଞ୍ଚନତା


  1. Akin̄chanatā (ସଂ.ବି.)ଦରିଦ୍ରତା; ହୀନତା।  Poverty; destitution. 

  2. ହୀନତା Meanness; despicableness.

  3. ନିଜ ଇଚ୍ଛାରେ ବରଣ କରିବା ଦାରିଦ୍ର୍ୟ Voluntary poverty (as practised by the jaina ascetics).