Back

ଅନିଳାନ୍ତକ

Category : [ Plant ]




  1. Aniḻāntaka (ସଂ.ବି.) - (ତାପସ ତରୁ, ଏହି ଫଳରୁ ତୈଳ ବାହାର କରି ଋଷିମାନେ ଦେହରେ ଲଗାଉଥିଲେ)  ପୋଇଚାନ୍ଦିଆ Terminalia catapha (kirtikar).

  2. ଏହି ବୃକ୍ଷର ଫଳ The berries of the above mentioned tree.

  3. ହିଙ୍ଗୁପତ୍ରୀ; ଏକ ପ୍ରକାର ଘାସ Balanites Ruxburghii.

  4. ଜ୍ୟୋତିଷ୍ମତୀ ବା ଫୁଟିଥିବା ଗଛ A phosphorescent plant.