Back

ଅନୀକସ୍ଥ


  1. Anīkastha (ସଂ.ବି.) - (ଅନୀକରେ ଯାହା ଥାଏ) ସେନାଦଳ Army; troop.

  2. ଅକ୍ଷୌହିଣୀର ଦଶମାଂଶ A battalion consisting of 21870. soldiers.



 [ ଦ୍ର ] 2187 ହସ୍ତୀପକ ସେନା, 2187 ରଥାରୋହୀ ସେନା, 6561 ଅଶ୍ୱାରୋହୀ ସେନା ଓ 1935 ପଦାତି ଏହିପରି ମୋଟରେ 21870 ପରିମିତ ସୈନିକ।