Back

ଅନୀତି


  1. Anīti (ସଂ.ବି.) - କୁନୀତି; ଦୁର୍ନୀତି, ନୀତିବିରୁଦ୍ଧ କାର୍ଯ୍ୟ ବା ଅନୁଷ୍ଠାନ Immorality.

  2. ଅନାଚାର Non-observance of social rules.

  3. ଅତ୍ୟାଚାର Oppression.

  4. ଅନ୍ୟାୟ Injustice.

  5. ପରର ସ୍ୱତ୍ତ୍ୱଖଣ୍ଡନ Violation of the people's right.

  6. ମନ୍ଦକାର୍ଯ୍ୟ Evil action; improper action. କି

  7. (ଦେ.ବିଣ.) - ଅନୈତିକ  Immoral.

  8. ସଦାଚାରବିଗର୍ହିତ; ଶାସ୍ତ୍ରବିରୁଦ୍ଧ Contrary to the approved social rules.