Back

ଅକିଞ୍ଚିତ୍‌କର


  1. Akin̄chitkara (ସଂ.ବିଣ.) - ଅତି ତୁଚ୍ଛ; ଅତି ସାମାନ୍ୟ Very slight; very insignificant.

  2. ଅତି ହେୟ Very despicable.

  3. ଯାହା ଦ୍ୱାରା କିଛି କାମ ହୋଇ ପାରେ ନାହିଁ। Good-for-nothing.




  • (ଅକିଞ୍ଚତ୍‌କରୀ - ସ୍ତ୍ରୀ)