Back

ଅକୀର୍ତ୍ତିକର


  1. Akīrttikara (ସଂ.ବିଣ.) ଯେଉଁ କାର୍ଯ୍ୟ କଲେ ନିଜର ବା ଅନ୍ୟର ଅଖ୍ୟାତି ରଟନା ହୁଏ; ଅଯଶସ୍କର Disreputable.

  2. ଅପମାନଜନକ Causing disgrace; insulting