Back

ଅକୁ


  1. Aku (ବୈଦେ. ବି.) - (କଚିରିଆ ଭାଷା)  ଉକୁ; ମକଦମା ସମ୍ପର୍କୀୟ ଘଟନା Occurrence.

  2. ମକଦମାର ଘଟନା ଘଟିଥିବା ସ୍ଥାନ Scene or place of occurrence.

  3. ଅପରାଧ Offence; misdeed.