Back

ଅକୁଣ୍ଠ


  1. Akuṇṭha (ସଂ.ବିଣ.)ଯାହା ଦନ୍ଥଡ଼ା ହୋଇ ନାହିଁ; ତୀକ୍ଷ୍ଣ Not blunted; sharp.

  2. ସଙ୍କୋଚରହିତ Unhesitating; free from hesitation.

  3. ଅଶଙ୍କିତ Dauntless.

  4. ଅସଙ୍କୁଚିତ Not contracted. 

  5. ଯାହା ଜୀର୍ଣ୍ଣଶୀର୍ଣ୍ଣ ହୋଇ ନାହିଁ Not worn out.

  6. ଅନତ Unbent.

  7. ଅକ୍ଷୁବ୍ଧ Unagitated.

  8. ପ୍ରତିଭାନ୍ୱିତ Talented

  9. ସତେଜ Vigorous

  10. ସର୍ବଦା ତଟକା Ever fresh 

  11. ଅନନ୍ତକାଳସ୍ଥାୟୀ Eternal




  • (ଅକୁଣ୍ଠା - ସ୍ତ୍ରୀ)