Back

ଅକୁତୋଭୟ


  1. Akutobhaya (ସଂ.ବିଣ.)ଯେଉଁ ବ୍ୟକ୍ତିର ଅନ୍ୟ କାହାରିଠାରୁ ବା କେଉଁ ସ୍ଥାନରୁ ଭୟର ଆଶଙ୍କା ନାହିଁ Having nothing or nobody to fear from; having no fear from any quarter; secure.

  2. ନିଃଶଙ୍କ; ନିର୍ଭୟ Undaunted; fearless.

  3. (ବି.) ଅକୁତୋଭୟତା




  • (ଅକୁତୋଭୟା - ସ୍ତ୍ରୀ)