Back

ଅକୁଳ

Also : [ ଅକୁଳା ]




  1. Akuḻa (ସଂ. ବି.) ନୀଚକୁଳ; ହୀନବଂଶ Low family.

  2. (ସଂ.ବିଣ.) - (ବହୁବ୍ରୀହି) ନୀଚବଂଶୀୟ; ଅକୁଳୀନ; ଯେ ଉଚ୍ଚବଂଶୀୟ ନୁହେଁ Not of good family. 

  3. ଯାହାର କୁଳ ବା ବଂଶରେ କେହି ନାହିଁ; ନିର୍ବଂଶ Heirless.

  4. (ଦେ.ବିଣ.) -ଯାହାର ବଂଶର ଠିକଣା ନାହିଁ One whose geneology cannot be traced; of unknown descent.

  5. ଯେ ନିଜର କୁଳ ବା ସମାଜରୁ ବାହାରି ଯାଇଅଛି One who has forsaken his family; run away. 

  6. କୁଳ ବା ସମାଜରୁ ବହିଷ୍କୃତ; ସମାଜଚ୍ୟୁତ Excommunicated.

  7. ଯେ ନିଜର କୁଳାଚାର ପରିତ୍ୟାଗ କରିଛି One who has forsaken his family usages.




  • (ଅକୁଳା - ସ୍ତ୍ରୀ) 

  • (ଅକୁଳୀ - ସ୍ତ୍ରୀ)