Back

ଅକୂଳ


  1. Akūḻa (ସଂ.ବିଣ.) - ଯାହାର କୂଳ ନାହିଁ; ପାର ରହିତ Shoreless.

  2. ଅସୀମ; ଅନନ୍ତ Illimitable; boundless.

  3. ସୁବିଶାଳ Vast. 

  4. (ଦେ.ବି.) (ଲକ୍ଷଣାର୍ଥ) - କୂଳହୀନ ସମୁଦ୍ରରେ ଭାସିବା ଲୋକର ଅବସ୍ଥା ପରି ନିରାଶ୍ରୟ ଅବସ୍ଥା Utterly helpless condition (like that of a man floating on the ocean)