Back

ଅକୃତଚୂଡ଼

Also : [ ଅକୃତଚୂଡ଼ା ]




  1. Akṛutachūṟḍ̠a (ସଂ.ବିଣ.)ଯେଉଁ ଦ୍ୱିଜାତ ବାଳକର ଚୂଡ଼ାକର୍ମ ନାମକ ପ୍ରଥମ କ୍ଷୌର ସଂସ୍କାର ଅବଧି ଅନୁଷ୍ଠିତ ହୋଇ ନାହିଁ (a boy of the twiceborn caste)—Who has not yet undergone the Vedic rite of tonsure after birth.