Back

ଅକୃତବୁଦ୍ଧି


  1. Akṛutabuddhi  (ସଂ.ବିଣ.) - ଯାହାର ବୁଦ୍ଧିବୃତ୍ତି ଗଠିତ ବା ପରିଣତ ହୋଇନାହିଁ  Having an unformed-mind.

  2. ଅସ୍ଥିରମତି Fickleminded; of unstedy mind. 

  3. ଅଜ୍ଞ Ignorant.

  4. ଦୁର୍ବୁଦ୍ଧି; ମନ୍ଦବୁଦ୍ଧି Evilminded.