Back

ଅକୃତ୍ତ୍ରିମ


  1. Akṛuttrima (ସଂ.ବିଣ.)  -  ସ୍ୱାଭାବିକ; ପ୍ରାକୃତିକ Natural; inartificial.

  2. ଅକପଟ; ସରଳ; ଛଳଶୂନ୍ୟ।  Guileless; frank.

  3. ଅକାଳ୍ପନିକ Unimaginary. ଅମିଶ୍ରିତ; ବିଶୁଦ୍ଧ Unmixed; pure.  ଯାହା ଜାଲ୍ ନୁହେ Unforged.