Back

ଅକୃଷ୍ଟପଚ୍ୟ


  1. Akṛushṭa pachya (ସଂ.ବିଣ.) ବିନା କର୍ଷଣରେ ସ୍ୱୟଂ ବର୍ଦ୍ଧିତ ହୋଇଥାଏ; ପତିତ କ୍ଷେତ୍ରରେ ବିନା କୃଷିରେ ସ୍ୱୟଂ ପକ୍ୱ ହୋଇଥିବା (ଶସ୍ୟାଦି)। (grains) Which grow and ripen without culture; growing wild