Back

ଅଇରା


  1. Airā  (ପ୍ରାଦେ. ବି.) (ସମ୍ବଲପୁର). - ହାଣ୍ଡି, ମାଠିଆ ଆଦି ଅଗାଣ୍ଡିଆ ପାତ୍ରକୁ ଭୂମିରେ ଅଟଳ ଭାବରେ ରଖିବାପାଇଁ କୁଟା, କଦଳୀ ପଟୁକା ଆଦି ନିର୍ମିତ ଶୂନ୍ୟମଧ୍ୟ ଗୋଲାକାର ଗଦି, ମଳା A soft circular cushion used for placing unstable pots on the ground.