Back

ଅକ୍ଟୋବର


  1. Akṭobar (ବୈଦେ. (ଇଂ) ବି.) - ଜାନୁଆରୀଠାରୁ ଗଣାଯିବା ଇଂରାଜୀ ମାସର ଦଶମ ମାସ (ଭାରତୀୟ ଆଶ୍ୱିନ - କାର୍ତ୍ତିକ) The month of October.



[ ଦ୍ର ] ଏହାର ଆକ୍ଷରିକ ଅର୍ଥ ଅଷ୍ଟମ ମାସ; ପୂର୍ବେ ରୋମାନ୍ମାନଙ୍କ ମାସ ଗଣନାରେ ଏହା ଅଷ୍ଟମ ମାସ ଥିଲା, ଅର୍ଥାତ୍ ପ୍ରାଚୀନରୋମରେ ମାର୍ଚ୍ଚଠାରୁ ମାସ ଗଣନା ହେଉଥିଲା, ପରେ ଏହା ପରିବର୍ତ୍ତିତ ହୋଇ ଜାନୁଆରୀ ମାସରୁ ମାସ ଗଣନା ଆରମ୍ଭ ହେଲା, କିନ୍ତୁ ପୂର୍ବର ନାମ ରହିଗଲା।]