Back

ଅକ୍ତ


  1. Akta (ସଂ.ବିଣ.) - ଗତ Gone. 

  2.  ତାଡ଼ିତ Driven.

  3. ବୋଳା ହୋଇଥିବା; ଲିପ୍ତ Smeared over with. (ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ, ଯଥା - ରକ୍ତାକ୍ତ; ଘୃତାକ୍ତ) 

  4. ମିଶ୍ରିତ Mixed with. (ସମାସରେ ବ୍ୟବହୃତ)

  5. ବ୍ୟକ୍ତ Expressed.

  6. (ସଂ.ବି) - ତୈଳ Oil

  7. ମଲମ Ointment