Back

ଅକ୍ତିଆରୀ ସାକ୍ଷୀ


  1. Aktiārī sākshī (ଦେ.ବି.) -  [ କଚିରିଆ ଭାଷା ] ଯେଉଁ ସାକ୍ଷୀ ଅପର ପକ୍ଷର ବଶୀଭୂତ ହୋଇ ସ୍ୱପକ୍ଷ ବିରୁଦ୍ଧରେ ସାକ୍ଷ ଦିଏ A witness who has been gained over by the opposite party.

  2. ଯେଉଁ ସାକ୍ଷୀ ନିଜ ପକ୍ଷର ସମ୍ପୂର୍ଣ୍ଣ ଅଧୀନ A witness who is under the control of his party.