Back

ଅଇରାବତ

Also : [ ଐରାବତ ]




  1. A̲i̱rābata (ସଂ.ବି.) - ଇନ୍ଦ୍ରଙ୍କ ହସ୍ତୀ; ପୂର୍ବଦିଗର ହସ୍ତୀ; ଅଭ୍ରମାତଙ୍ଗ Indra's elephant. 

  2. ନାରଙ୍ଗ (ଫଳ ଓ ଗଛ) Sweet orange.

  3. ଇନ୍ଦ୍ରଧନୁ Rainbow.

  4. ସରଳ ଇନ୍ଦ୍ରଧନୁ A straight rainbow. 

  5. ଲକୁଚ; ଜେଉଟ (ଗଛ ଓ ଫଳ) Autocarpus Lacucha (tree and fruit)




  • ଐରାବତୀ (ସ୍ତ୍ରୀ)