Back

ଅକ୍ରମ


  1. Akrama (ସଂ.ବିଣ.) - କ୍ରମ ବା ନିୟମରହିତ; ଅନିୟମିତ Irregular; disorderly; unmethodical.

  2. ପାଦରହିତ Having no legs. 

  3. ଯୁଗପତ୍ କୃତ ବା ଘଟିତ Simultaneous.

  4. ଲେଉଟ ପାଉଟ; ଗୋଳମାଳିଆ Confused.

  5. (ସଂ.ବି.) - କ୍ରମର ଅଭାବ; ନିୟମର ଅଭାବ Want of regularity or order.

  6. ଅନିୟମ Irregularity.




  • (ବି.) - ଅକ୍ରମତା