Back

ଅକ୍ରିୟ


  1. Akriya  (ସଂ.ବିଣ.) - ନିଷ୍କ୍ରିୟ; ସର୍ବକର୍ମଶୁନ୍ୟ।  Doing no action.

  2. କ୍ରିୟାକର୍ମରହିତ  Inactive.

  3. ଅଧାର୍ମିକ; ଧର୍ମକର୍ମରହିତ Irreligious; impious. 

  4. କୁକ୍ରିୟାରତ Engaged in evilacts. 

  5. (ସଂ.ବି.) (ସର୍ବକର୍ମଶୂନ୍ୟ, ନିଷ୍କ୍ରିୟ ଥିବାରୁ) ପରମାତ୍ମା The Supreme soul.




  • (ଅକ୍ରିୟା - ସ୍ତ୍ରୀ)