Back

ଅକ୍ରିୟା


  1. Akriyā (ସଂ.ବି.) - କର୍ତ୍ତବ୍ୟ ପାଳନରେ ତ୍ରୁଟି Neglect of duty 

  2. କାର୍ଯ୍ୟର ଅଭାବ; ନିଷ୍କ୍ରିୟତା nactivity. 

  3. ଅନୁଚିତ କର୍ମ Improper act.

  4. କୁକର୍ମ; କୁତ୍ସିତ ଆଚରଣ Evil act.

  5. (ସଂ.ବିଣ.) - ଅକ୍ରିୟର ସ୍ତ୍ରୀ ଲିଙ୍ଗ  Feminine of Akriya.