Back

ଅଇରି ଗଉଡ଼


  1. Airi gauṟḍ̠a (ଦେ.ବି.) - ଶୂଦ୍ରଜାତୀୟ ଯାଯାବର ନଟବିଶେଷ। ଏ ଜାତିର ପୁରୁଷମାନେ ନାନାପ୍ରକାର କୁହୁକ ଓ ମଲ୍ଲକ୍ରୀଡ଼ା ଦେଖାନ୍ତି ଓ ସ୍ତ୍ରୀମାନେ ଭୂମିରେ ପୋତା ହେବା ବାଉଁଶ ଉପରେ ନାନାବିଧ କସରତ୍ ଦେଖାନ୍ତି A caste of vagrant athletes who exhibit feats of magic and athletic feats and whose women perform wonderful feats on the top of bamboos. 

  2. ଗଉଡ଼ମାନଙ୍କର ଉପଜାତି ବିଶେଷ  A subcaste of cowherds.