Back

ଅକ୍ଷପାଦ


  1. Akshapāda (ସଂ.ବି.) - ନ୍ୟାୟଶାସ୍ତ୍ର ପ୍ରଣେତା ଗୌତମ ମୁନି A name of sage Ga̲u̲tama. 

  2. ଚକ୍ରାଙ୍ଗ; ଚକର ପୁଟି Arcs of a wheel. 

  3. (ବହୁବ୍ରୀହି) ଜ୍ଞାନୀ ବ୍ୟକ୍ତି; ଦାର୍ଶନିକ ବ୍ୟକ୍ତି A philosopher.

  4. ତାର୍କିକ ବ୍ୟକ୍ତି; ନୈୟାୟିକ ବ୍ୟକ୍ତି  A logician; a reasoner