Back

ଅକ୍ଷବଟ

Also : [ ଅକ୍ଷୟବଟ ]




  1. Akshabaṭa (ଗ୍ରା.ବି.) -  କଳ୍ପବଟ; ପ୍ରଳୟାନ୍ତସ୍ଥାୟୀ ବଟ ବୃକ୍ଷ The mythological imperishable banyan tree.

  2. ପ୍ରୟାଗ, ଭୁବନେଶ୍ୱର, ଗୟା ଆଦି ତୀର୍ଥରେ ଥିବା ନିର୍ଦ୍ଦିଷ୍ଟ ବଟବୃକ୍ଷ Name of particular banyan trees in different places of pilgrimage pointed out to the pilgrims as the Imperishable Tree.