Back

ଅକ୍ଷବୃତ୍ତ


  1. Akshabṛutta (ସଂ.ବି.) -   (ଭୂଗୋଳ) ଭୂଗୋଳକରେ ନିରକ୍ଷବୃତ୍ତର ସମାନ୍ତରାଳ ଓ ସାଧାରଣତଃ ମାପରେ ନିରକ୍ଷବୃତ୍ତଠାରୁ କ୍ରମଶଃ 10 ଡିଗ୍ରୀ ଅନ୍ତରରେ ଅଙ୍କିତ କଳ୍ପିତବୃତ୍ତ ସମୂହ (Geography) Parallels of latitude.