Back

ଅକ୍ଷମତା


  1. Akshamatā (ସଂ.ବି.)କ୍ଷମତା ବା ଶକ୍ତିର ଅଭାବ Want of power or authority.

  2. (ଗ୍ରା.ବିଣ.) - ଅସମର୍ଥ; ଅକ୍ଷମ Incapable.

  3. କ୍ଷମତାହୀନ Powerless

  4. ନିର୍ଧନ  Poor.