Back

ଅକ୍ଷମାଳା


  1. Akshamāḻā (ସଂ.ବି.) - ରୁଦ୍ରାକ୍ଷମାଳା A string of Rudrāksha seeds.

  2. ଜପମାଳା A string of beads. 

  3. ବଶିଷ୍ଠପତ୍ନୀ ଅରୁନ୍ଧତୀ A name of the wife of sage Baṡishṭha.

  4. ସପ୍ତର୍ଷିମଣ୍ଡଳର ପୁଚ୍ଛସ୍ଥ ମଧ୍ୟ ନକ୍ଷତ୍ର ବା 6ଷ୍ଠୀ ନକ୍ଷତ୍ର ପାଖରେ ଥିବା କ୍ଷୁଦ୍ର ତାରକା Alcor; the small star near the 6th star of the constellation, Great Bear.