Back

ଅକ୍ଷୟ


  1. Akshaya  (ସଂ.ବିଣ.)କ୍ଷୟରହିତ; ଅବିନାଶୀ; ଅବିନଶ୍ୱର Imperishable. 

  2. ଚିରସ୍ଥାୟୀ Permanent; perpetual

  3. ନିରବଚ୍ଛିନ୍ନ Continuous

  4. ଅସରନ୍ତି Inexhaustible. 

  5. (ସଂ.ବି.) - ପରମାତ୍ମା The Supreme Soul.

  6. (ନାମ) ରାବଣର ଏକ ପୁତ୍ର The name of a son of Rābaṇa.




  • (ଅକ୍ଷୟା—ସ୍ତ୍ରୀ)