Back

ଅକ୍ଷୟ ତୃତୀୟା


  1. Akshaya tṛutīyā (ସଂ.ବି.) - (ମଧ୍ୟପଦଲୋପୀ କର୍ମଧା; ଅକ୍ଷୟପୁଣ୍ୟଯୁକ୍ତା ତୃତୀୟା; ଯେଉଁ ତୃତୀୟାରେ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ।) ବୈଶାଖ ଶୁକ୍ଳତୃତୀୟା; ଅଖିତୃତୀୟା The third day of the bright fortnight of the month of Ba̲i̱ṡākha.