Back

ଅକ୍ଷୟା


  1. Akshayā (ସଂ.ବିଣ.) - ଅକ୍ଷୟର ସ୍ତ୍ରୀଲିଙ୍ଗ Feminine of Akshaya. 

  2. କ୍ଷୟରହିତ; ଅବିନାଶୀ; ଅବିନଶ୍ୱର Imperishable. 

  3. ଚିରସ୍ଥାୟୀ Permanent; perpetual

  4. ନିରବଚ୍ଛିନ୍ନ Continuous

  5. ଅସରନ୍ତି Inexhaustible. 

  6. (ସଂ.ବି.) - ପରମାତ୍ମା The Supreme Soul.

  7. (ସଂ.ବି.) (ଫଳିତ ଜ୍ୟୋତିଷ) ବାର ଓ ତିଥି ଘଟିତ ଶୁଭଯୋଗ ବିଶେଷ (Astrology) Names of certain auspicious conjuctions of week-days with lunar days.



 [ ଦ୍ର ] ଏହି ତିଥିରେ କୃତ ପୁଣ୍ୟର ଫଳ ଅକ୍ଷୟ ବୋଲି ଏହି ନାମ। ରବିବାରରେ ସପ୍ତମୀ, ସୋମବାରରେ ଅମାବସ୍ୟା, ମଙ୍ଗଳବାରରେ ଚତୁର୍ଥୀ ଓ ଗୁରୁବାରରେ ଅଷ୍ଟମୀ ପଡ଼ିଲେ ସେହି ତିଥିକୁ ଅକ୍ଷୟା ବୋଲାଯାଏ।