Back

ଅଇଲା


  1. Ailā (ଦେ.ବିଣ) - ଆସିଥିବା (ବ୍ୟକ୍ତି) (one) Who has come. 

  2. ଆସୁଥିବା Coming. 

  3. (ଦେ.କ୍ରି) - ଆସିବା ଧାତୁର ଅତୀତ କାଳ। (ଅନାଦରାର୍ଥକ ତୃତୀୟ ପୁରୁଷ ଏକବଚନ ସେ) ଆସିଲାର ବିକଳ୍ପରୂପ। A form of (he) came.