Back

ଅକ୍ଷଯ୍ୟ


  1. Akshaj̄ya  (ସଂ.ବିଣ.) - ଯାହା କ୍ଷୟ ପାଏ ନାହିଁ; କ୍ଷୟର ଅଯୋଗ୍ୟ Imperishable. 

  2. (ସଂ.ବି.) -  ଅକ୍ଷୟତ୍ୱ; ଅବିନାଶିତ୍ୱ Imperishableness.

  3.  ଘୃତ-ମଧୁମିଶ୍ରିତ ଜଳ  A mixture of water with ghee and hone

     




  • (ଅକ୍ଷଯ୍ୟା - ସ୍ତ୍ରୀ)