Back

ଅଇଶାନ

Also : [ ଅଇଶାଣ, ଅଇଶାନ୍ୟ, ଐଶାନ୍ୟ, ଐଶାନୀ ]




  1. Aiṡāṇa (ଗ୍ରା.) -ଉତ୍ତରପୂର୍ବ କୋଣ; ଈଶାନ କୋଣ The North-east quarter. 

  2. ପାର୍ବତୀ Goddess Pārbati. 

  3. ଶକ୍ତିବିଶେଷ A divine power; creative energy.