Back

ଅକ୍ଷରେଖା


  1. Aksharekhā (ସଂ.ବି.) - (ଭୂଗୋଳ) ଭୂଗୋଳକର ପୃଷ୍ଠରେ ବିଷୁବ ରେଖାଠାରୁ କୌଣସି ସ୍ଥାନର ଉତ୍ତରରେ ବା ଦକ୍ଷିଣରେ ଦୂରତ୍ୱ କେତେ ଏହା ଜାଣିବା ପାଇଁ କଳ୍ପିତ ରେଖା (Geography) Lines of latitude; parallels of latitude