Back

ଅଇଶୁର୍ଯ୍ୟ

Also [ ଅଇଶ୍ବର୍ଯ୍ୟ, ଐଶ୍ୱର୍ଯ୍ୟ ]




  1.  A̲i̱ṡwarj̄yā ସଂ. ବି. (ଈଶ୍ୱର+ଯ) ପ୍ରଭୁତ୍ୱ Supremacy; mastery; great power. 

  2.  ଅସାଧାରଣ ତେଜ Glory; extraordinary splendour.

  3. ଈଶ୍ୱରତ୍ୱ Divine majesty; divine perfection; divinity. 

  4. ଧନ; ସମ୍ପତି; ବିଭବ; ବଡ଼ତି  Riches; affluence; wealth. 

  5. ମହିମା; ପ୍ରତାପ Majesty; grandeur. 

  6. ଈଶ୍ୱରଙ୍କର ଅଣିମାଦି ଅଷ୍ଟବିଧ ବିଶିଷ୍ଟ ଶକ୍ତି ବା ବିଭୂତି Eight divine attributes of god.