Back

ଅକ୍ଷାଂଶ


  1. Akshāṁṡa (ସ.ବି.) - (ବିପରୀତ—ଦ୍ରାଘିମା)  ଭୂଗୋଳ, ଅକ୍ଷବୃତ୍ତର ୩୬୦ ଅଂଶରୁ ଏକ ଭାଗ  Degree of latitude.

  2. (ସଂ ବି.)ନିରକ୍ଷବୃତ୍ତଠାରୁ ଉତ୍ତର ବା ଦକ୍ଷିଣ ଦିଗରେ କୌଣସି ସ୍ଥାନର ଦୂରତ୍ୱର କୌଣିକ ପରିମାଣ The latitude of a place; the angular distance of a place, north or south of the equator, measured on the meridian through the place.